Video Discription |
Siddha Vashikaran Mantra in Odia | Odia Shabar Mantra | Siddha Shabar Mantra
ବଶିକରଣ ଫୁଲ ମନ୍ତ୍ର
~~~~~~~~~~~
ଓଁ ଫୁଲ ଫୁଲ ସେବତୀ, ଏ ଫୁଲ ପିନ୍ଧଇ ଗ୍ରାମ ଦେବତୀ । ଆହୋ ଫୁଲ ବନ୍ଦଇ ତୋତେ, ଅଭାବକୁ ଭାବ କରାଇଦେବୁ ମୋତେ । ଚାହନ୍ତେ ଲାଗେ, ଦେଖନ୍ତେ ଲାଗେ, ଅଛାଡେ ଲାଗେ, ବିଛାଡେ ଲାଗେ । ଥାନେ ଲାଗେ, ଯୌବନ ଲାଗେ, ଲାଗେ ଲାଗେ ନଲାଗୁ ବୋଲି, କାହାର ଆଜ୍ଞା କାଉଁରୀ କାମଚଣ୍ଡୀ ଜ୍ଞାନଦେଈ ମାଲୁଣୀର କୋଟିଏ ଆଜ୍ଞା ।
ନିତେଇ ଧୋବଣୀର ଶୁନ୍ୟ ବାଣ ମନ୍ତ୍ର
~~~~~~~~~~~~~~~~
ଓଁ ବାଣକି ବାଣ ଶୂନ୍ୟବାଣ, ସ୍ଵର୍ଗମଞ୍ଚକିୟେ କରେ ବାଣ । ଯାହାକୁ ବୋଲିବି ତାହାକୁ ଖା
ମଶାଣି ଚଣ୍ଡି ସେଥିରେ ଥା, ମଶାଣି ଭୂମିକୁ ଘେନିଯା କାହାର ଆଜ୍ଞା, ନିତେଇ ଧୋବଣୀର କୋଟି କୋଟି ଆଜ୍ଞା ।
sukuti ଚମାରୁଣୀର ଜ୍ୱର ଛଡ଼େଇବା ମନ୍ତ୍ର:
---------------------------------------------
ଓଁ ପାଞ୍ଚଖଣ୍ଡ ଧୂଳୁ ହାତ । ତିଲେଖ ମାଥ । ଲାଲୁବେଣ୍ଟି
ତେର ପାପ ମିଳେ ଗାଲା ରାଜା ଇନ୍ଦ୍ର ପାଳେ ହଉ ଗୋରଗଣ୍ଡ । ଫିରିକି ନାଇଁ । ବାପିବନ୍ଧ ବରକୋଟି ।
କପର କନ୍ୟମୂଳ ଅଷ୍ଟଜ୍ଵର
ବ୍ୟାଧି, ମୋହର ଅଙ୍ଗେ ପଡି ଭସ୍ମ ପାତେ ଯାଇଁ ।
ଏ ସୁକୁଟୀ ଚମାରୁଣୀର କୋଟି କୋଟି ଆଜ୍ଞା ଛାଡି ଯା ଛାଡିଯା.... ।
ପତ୍ର ସଉରୁଣୀର ତେଲ ବଶୀକରଣ ମନ୍ତ୍ର:
---------------------------------------------
ଓଁ କାହୁଁ ଅଇଲେ ଚଣ୍ଡୀ, ହାତେ ଦେଲେ ତେଲ ଖଣ୍ଡି, ହାତେ ଲଗାଇଲେ ସୁନ୍ଦର ଦିଶଇ, ଅମୁକାଇ ପୋଇଲି ଦେଖିଲେ ଡରଇ, ନ ଦେଖିଲେ ଜୀଅନ୍ତେ ପାଦତଳେ ଖଟଇ, ମରନ୍ତେ ମଶାଣି ଭୂମିରେ ଲେଟଇ । ଲାଗେ ତେଲ ଲାଗେ, ନଲାଗୁ ବୋଲି କାହାର ଆଜ୍ଞା କାଉଁରୀ କାମଚଣ୍ଡୀ କିଟାଇମା ପତ୍ର ସଉରୁଣୀର କୋଟୀ କୋଟୀ ଆଜ୍ଞା ।
ଗାଙ୍ଗୀ ଗଉଡୁଣୀର ଫୁଲ ବଶୀକରଣ ମନ୍ତ୍ର
---------------------------------------------
ଓଁ ଫୁଲଫଳ କାଉଁରୀ ଫୁଲ । ସୁଲଭ ଲାଗି ଫୁଲ,
ବର୍ଷପାଣି, ହୃଦୟ ଚାଲଣି । ମା’ ବାପ ମୁହଁ ତୋଡସି । ଧାଗଡା ତୁଲେ ମାଡି ତୋଡସି । ଅମୁକାଇ ନାମେ ସ୍ତୀରୀ ଅମୁକାଇ ନାମେ ମୋହେ ନାଭିପରେ ମାଡ । ବିରହ ନାବେ ଚଢି କାହାର ଆଜ୍ଞା, କାଉଁରୀ କାମଚଣ୍ଡୀ ଗାଙ୍ଗୀ ଗଉଡୁଣୀର, କୋଟୀ କୋଟୀ ଆଜ୍ଞା ।
ଶୁଆ ତେଲୁଣୀର ବଶୀକରଣ ପାଣି ମନ୍ତ୍ର
---------------------------------------------
ଆହେ ଜଳ ତୋତେ ପିଅନ୍ତେ କେବଳ ଫଳ, ବାଳା ପାଣି, ସୁଚଳ କେଶ, ସାତନଈ ସାତଯୋଡ଼, ପାରି ହୋଇବୁ ଥଳେ ଚାଲିବୁ । ଅମୁକାଇ ଆଣି ମୋ ପାଦତଳେ ପକାଇବୁ ନ ପକାଉ ବୋଲି କାହାର ଆଜ୍ଞା, କାଉଁରୀ କାମଚଣ୍ଡୀ ଶୁଆ ତେଲୁଣୀର କୋଟି କୋଟି ଆଜ୍ଞା ।
Siddha Vashikaran Mantra in Odia,vashikaran mantra in odia,nitei dhobani,astro paradise,odisha tantra gyan,odisha tantra gana,odisha tantra mantra,achyutananda das,malika bachana,malika bachana 2023,satya bhanja,gyana dei maluni,omkaar odia,tec bigyan,odia funda,creative odia official,odia,tantra,mantra,odisha,odia shabar mantra,shabar mantra odia,shabar mantra,vashikaran mantra,odia nataka
#odishatantragyan #sadhubani #odiamantra #ajiraanuchinta #gunigaredi |